ମୃଗାନ୍ତକ Mṛugāntaka

  • ସଂ. ବି (ମୃଗମାନଙ୍କର ଅନ୍ତକ=ନାଶକ; 6 ଷ୍ଠୀ ତତ୍) — ଚିତାବାଘ — Leopard; panther
  • ସଂ. ବି (ମୃଗମାନଙ୍କର ଅନ୍ତକ=ନାଶକ; 6 ଷ୍ଠୀ ତତ୍) — ବ୍ୟାଧ — A hunter