ମୃଗାଦନୀ Mṛugādanī

  • ସଂ. ବି. ସ୍ତ୍ରୀ (ମୃଗାଦନ+ସ୍ତ୍ରୀ. ଈ) — ଇନ୍ଦ୍ରବାରୁଣୀ; ମହାକାଳ ଲତା; ପାଞ୍ଚକୋଡ଼ମେଇ ଲତା — Colocinth; Cucumis Coloquintida (creeper)
  • ସଂ. ବି. ସ୍ତ୍ରୀ (ମୃଗାଦନ+ସ୍ତ୍ରୀ. ଈ) — ସହଦେବୀ ଲତା — A creeper; Echites Frutesceus