ମୃଗାଙ୍କ Mṛugāṅka

  • ସଂ. ବି (ମୃଗ ଅଟେ ଅଙ୍କ=ଚିହ୍ନ ଯାହାର; ବହୁବ୍ରୀହି) — ଚନ୍ଦ୍ର — The moon
  • ସଂ. ବି (ମୃଗ ଅଟେ ଅଙ୍କ=ଚିହ୍ନ ଯାହାର; ବହୁବ୍ରୀହି) — ବାୟୁ — The air; wind
  • ସଂ. ବି (ମୃଗ ଅଟେ ଅଙ୍କ=ଚିହ୍ନ ଯାହାର; ବହୁବ୍ରୀହି) — କର୍ପୂର — Camphor
  • ସଂ. ବି (ମୃଗ ଅଟେ ଅଙ୍କ=ଚିହ୍ନ ଯାହାର; ବହୁବ୍ରୀହି) — ( 6 ଷ୍ଠୀ ତତ୍) ଚନ୍ଦ୍ରଦେହରେ ମୃଗ ଆକାରର କଳଙ୍କ — (6ଷ୍ଠୀ ତତ୍) ଚନ୍ଦ୍ରଦେହରେ ମୃଗ ଆକାରର କଳଙ୍କ—. The dark spots in the moon imagined to have the shape of a deer
  • ସଂ. ବି (ମୃଗ ଅଟେ ଅଙ୍କ=ଚିହ୍ନ ଯାହାର; ବହୁବ୍ରୀହି) — (ବୈଦ୍ଯକ) ଯକ୍ଷ୍ମାରୋଗର ଔଷଧ ବିଶେଷର ନାମ — Name of a medicinal preparation for asthma