ମୃଗାକ୍ଷୀ Mṛugākshī

  • ସଂ. ବିଣ. ସ୍ତ୍ରୀ (ମୃଗ=ହରିଣର ଅକ୍ଷି ପରି ଅକ୍ଷି=ଆଖି ଯାହାର =ମୃଗାକ୍ଷ+ସ୍ତ୍ରୀ. ଈ; ବହୁବ୍ରୀହି) — ମୃଗନୟନା (ଦେଖ) — Mṛuga nayanā (See);
  • ସଂ. ବି ମୃଗାଦନୀ (ଦେଖ) — Mṛugādanī (See)