ମୃଗଶୃଙ୍ଗ Mṛuga ṡṛuṅga

  • ସଂ. ବି ( 6 ଷ୍ଠୀ ତତ୍) — ମିରିଗ ଶିରା — Deer's horn; hartshorn
  • ସଂ. ବି ( 6 ଷ୍ଠୀ ତତ୍) — ବାରାଶିଙ୍ଘା ହରିଣର ଶୃଙ୍ଗ — The horn of Cervus. Invanceli (deer)
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ମୃଗଶିଙ୍ଗର ପ୍ରାୟ 5/8 ଅଂଶ ଭସ୍ମ ଓ ଏହି ଭସ୍ମର ଅଧିକାଂଶ କାଲ୍ସିଅମଫସ୍ଫେଟ୍ — [ଦ୍ର—ମୃଗଶିଙ୍ଗର ପ୍ରାୟ5/8ଅଂଶ ଭସ୍ମ ଓ ଏହି ଭସ୍ମର ଅଧିକାଂଶ କାଲ୍ସିଅମଫସ୍ଫେଟ୍(Calcium phosphate)ଅଟେ]