ମୃଗଶିରା Mṛuga ṡirā

  • ସଂ. ବି—(ମୃଗ+ଶିରସ୍) — (ବହୁବ୍ରୀହି) ଜ୍ୟୋତିଷୋକ୍ତ ସପ୍ତବିଂଶତି ନକ୍ଷତ୍ର ମଧ୍ୟରୁ 5 ମ ନକ୍ଷତ୍ର — (ବହୁବ୍ରୀହି) ଜ୍ୟୋତିଷୋକ୍ତ ସପ୍ତବିଂଶତି ନକ୍ଷତ୍ର ମଧ୍ୟରୁ5ମ ନକ୍ଷତ୍ର—The 5th of the lunar mansions resembling the figure of a deer's head, including the constellation orion
  • ସଂ. ବି—(ମୃଗ+ଶିରସ୍) — [ଦ୍ର—ଏହାର ଆକାର ମୃଗର ମସ୍ତକ ବା ବିଡ଼ାଳପାଦ ପରି। ଏହି ନକ୍ଷତ୍ରରେ ଜାତ ବ୍ଯକ୍ତି ଶରାସନାଭ୍ୟାସରତ,ବିନୀତ, ଗୁଣିକ, ଗୁଣରେ ଅନୁରକ୍ତ, ଭକ୍ତ, ସ୍ନେହୀ ଓ ସନ୍ମାର୍ଗଗାମୀ ହୁଅନ୍ତି। ନକ୍ଷତ୍ର ତଳେ ଟୀକା ଦେଖ]
  • ସଂ. ବି—(ମୃଗ+ଶିରସ୍) — ( 6 ଷ୍ଠୀ ତତ୍) ମୃଗର ମୁଣ୍ଡ — (6ଷ୍ଠୀ ତତ୍) ମୃଗର ମୁଣ୍ଡ—. The head of a deer