ମୃଗ ନୟନା Mṛuga nayanā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ମୃଗ+ନୟନ+ଆ) — ଏଣିନୟନା; ମୃଗପରି ମନୋହର ନୟନବିଶିଷ୍ଟ(ସ୍ତ୍ରୀ) — A woman with eyes as graceful as those of a deer
  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ମୃଗ+ନୟନ+ଆ) — [ଦ୍ର—ପୁରୁଷମାନଙ୍କ ପ୍ରତି ଏ ଶବ୍ଦର ପୁଂଲିଙ୍ଗ ଆକାର ବିଶେଷଣରୂପେ ବ୍ଯବହୃତ ହୁଏ ନାହିଁ।]