ମୃଗ ନାଭି Mṛuga nābhi

  • ସଂ. ବି ( 6 ଷ୍ଠୀ ତତ୍) — ହିମାଳୟବାସୀ ଏକ ଜାତୀୟ ମୃଗର ନାଭିରୁ ଜାତ ଏକପ୍ରକାର ସୁବାସିତ ଦ୍ରବ୍ୟ ମୃଗମଦ; କସ୍ତୂରୀ — Musk
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର— କସ୍ତୁରୀ ଔଷଧରେ ଲାଗେ ଓ ଦେହରେ ବୋଳାଯାଏ; ଏହାର ତୀବ୍ର ସୁଗନ୍ଧ। କାମରୂପ ବା ଆସାମ ଦେଶଜାତ କସ୍ତୂରୀ କୃଷ୍ଣବର୍ଣ୍ଣ ଓ ଉତ୍କୃଷ୍ଟ; ନେପାଳଦେଶୀୟ କସ୍ତୂରୀ ନୀଳବର୍ଣ୍ଣ ଓ ମଧ୍ୟମ; କାଶ୍ମୀର ଦେଶୀୟ କସ୍ତୂରୀ କପିଳବର୍ଣ୍ଣ ଓ ନିକୃଷ୍ଟ। ଏହା ଏକଜାତୀୟ ମୃଗର ନାଭିର ନିମ୍ନସ୍ଥ ଗୋଟିଏ କୋଷରୁ ବାହାରେ। ମୃଗନାଭିର ଅନ୍ୟ ସଂସ୍କୃତ ନାମ, ଯଥା—ମୃଗମଦ, କସ୍ତୁ(ସ୍ତୂ)ରୀ, କସ୍ତୁ(ସ୍ତୂ)ରିକା. ବୋଧମୁଖ୍ୟା, ମୃଗାଣ୍ଡଜା।]