ମୂଷ୍ୟାୟଣ Mūshyāyaṇa
- ସଂ. ବିଣ. ପୁଂ—(ସଂ. ଅମୂଷ୍ୟାୟଣର 'ଅ' ଲୋପ) — ଅଜ୍ଞାତପିତୃକ; ଅନିର୍ଦିଷ୍ଟପିତୃକ — Born of unknown parents
- ସଂ. ବିଣ. ପୁଂ—(ସଂ. ଅମୂଷ୍ୟାୟଣର 'ଅ' ଲୋପ) — ଗୁଢ଼ୋତ୍ପନ୍ନ — Of concealed birth
- ସଂ. ବିଣ. ପୁଂ—(ସଂ. ଅମୂଷ୍ୟାୟଣର 'ଅ' ଲୋପ) — ଜାରଜ; ବେଧ ପିଲା — Bastard