ମୂଷକ କର୍ଣ୍ଣୀ Mūshakarṇṇī
- ସଂ. ବି — ମୂଷାକାନି ନାମକ ବର୍ଷାୟୁଃ ଭାସମାନ ଜଳଜ ଶାକ — An aquatic Weed; Salvinia Cucullata; Ipomoea Reniformis
- ସଂ. ବି — ମୂଷା(ଷ,ଷୀ)କର୍ଣ୍ଣୀ, ମୂଷିକ(ପ)ର୍ଣ୍ଣିକା, ମୂଷିପତ୍ରିକା, ମୂଷକ(କୁ)ମାରୀ, ମୂଷିକାହୟା, ମୂଷିକା —ଅନ୍ଯରୂପ — ମୂଷା(ଷ,ଷୀ)କର୍ଣ୍ଣୀ, ମୂଷିକ(ପ)ର୍ଣ୍ଣିକା, ମୂଷିପତ୍ରିକା, ମୂଷକ(କୁ)ମାରୀ, ମୂଷିକାହୟା, ମୂଷିକା—ଅନ୍ଯରୂପ
- ସଂ. ବି — [ଦ୍ର—ଏହାର ପତ୍ରମାନ ମୂଷାକାନ ପରି କ୍ଷୁଦ୍ର ପାତ୍ରାକୃତି ଓ ପତ୍ରପୁଞ୍ଜ ବାଳ ପରି ପୁଳାଏ ଅତି କୋମଳ ଚେର ସହିତ ଲାଗି ପାଣିରେ ଭାସୁ— ଥାଏ। ବୈଦ୍ଯକ ମତରେ ଏହା କଟୁତିକ୍ତ, କଷାୟ, ଶୀତବୀର୍ଯ୍ୟ, ଲଘୁ ଓ କଟୁ ବିପାକ। ଏହା ମୂତ୍ର, କଫ ଓ କୃମିରୋଗନାଶକ।] — [ଦ୍ର—ଏହାର ପତ୍ରମାନ ମୂଷାକାନ ପରି କ୍ଷୁଦ୍ର ପାତ୍ରାକୃତି ଓ ପତ୍ରପୁଞ୍ଜ ବାଳ ପରି ପୁଳାଏ ଅତି କୋମଳ ଚେର ସହିତ ଲାଗି ପାଣିରେ ଭାସୁ—ଥାଏ ବୈଦ୍ଯକ ମତରେ ଏହା କଟୁତିକ୍ତ, କଷାୟ, ଶୀତବୀର୍ଯ୍ୟ, ଲଘୁ ଓ କଟୁ ବିପାକ ଏହା ମୂତ୍ର, କଫ ଓ କୃମିରୋଗନାଶକ]