ମୂଳୋଚ୍ଛେଦ Mūḻochchheda

  • ସଂ. ବି (ମୂଳ+ଉଚ୍ଛେଦ; 6 ଷ୍ଠୀ ତତ୍) — ମୂଳ ହାଣିବା, ମୂଳଚ୍ଛେଦ — Cutting of the root
  • ସଂ. ବି (ମୂଳ+ଉଚ୍ଛେଦ; 6 ଷ୍ଠୀ ତତ୍) — (ଲକ୍ଷଣାର୍ଥ) ସମୂଳ ବିନାଶ — (figurative) Eradication