ମୂଳୁସୁଁ Mūḻusuñ

  • ଦେ. କ୍ରି. ବିଣ (ସଂ. ମୂଳତଃ) — ଆଦୌ; ମୁଣୁହୁଁ — At all
  • ଦେ. କ୍ରି. ବିଣ (ସଂ. ମୂଳତଃ) — [ଉ— ଗତି ଦେଖି ଚିତ୍ତେ ଆସଇ, ସାଗର ଲହରୀ ପରେ; ଦଉଡ଼ିଲେ ବେନି, ନ ଲାଗିବ ପାଣି ମୂଳୁଁ ପୟରେ। ରାଧାନାଥ. ଉଷା ।]
  • ଦେ. କ୍ରି. ବିଣ (ସଂ. ମୂଳତଃ) — ପ୍ରଥମରୁ — From the beginning
  • ଦେ. କ୍ରି. ବିଣ (ସଂ. ମୂଳତଃ) — [ଉ—ମୂଳୁଁ ମାଇଲେ ଯିବ ସରି, ଦେବଙ୍କ ସହିତ କିପାଁ କଳି ।]
  • ଦେ. କ୍ରି. ବିଣ (ସଂ. ମୂଳତଃ) — ମୂଳଠାରୁ — From thje root