ମୂଳୁଶିଙ୍ଗା Mūḻuṡiṅgā
- ଦେ. ବିଣ (ସଂ. ମୂଳ+ଶୃଙ୍ଗ) — ଯେଉଁ ଗୋରୁର ଶିଙ୍ଘର ମୂଳ ମୋଟା ବା ମୂଳାର ଆକୃତି ପରି — Having horns thick at the base; thick-horned
- ଦେ. ବିଣ (ସଂ. ମୂଳ+ଶୃଙ୍ଗ) — [ଦ୍ର—ଏ ବଳଦମାନେ ଅକମର୍ଣ୍ୟ । ଡାକ ବଚନ ଅଛି— ଆଣିଥିବୁ ମୂଳଶିଙ୍ଘାକୁ ରସି; କାନ୍ଦୁଥିବୁ ହିଡ଼ ମୂଳରେ ବସି । କୃଷିବଚନ ।]