ମୂଳେ Mūḻe

  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — ଦ୍ୱାରା; ଜରିଆରେ — Per; by; through
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — [ଉ—ଅର୍ଜିମୂଳେ ଛାମୁଙ୍କୁ ଗୁହାରି କଲି ।]
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — ଠାରେ; ପାଖରେ; ନିକଟରେ — At; near
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — [ଉ— ପରମ ହଂସ ମୁନିମୂଳେ, ଯେ ଥାନ୍ତି ପୁଣ୍ଯ ତାର୍ଥକୂଳେ । ଜଗନ୍ନାଥ. ଭାଗବତ ।]
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — ନିକଟକୁ; ପାଖକୁ — To
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — [ତୁଳନାକର—ଚଣ୍ଡୀପୁରାଣ 6 ଷ୍ଠ ଅଧ୍ୟାୟ, ଅଷ୍ଟମ ଶ୍ଳୋକ — [ତୁଳନାକର—ଚଣ୍ଡୀପୁରାଣ6ଷ୍ଠ ଅଧ୍ୟାୟ, ଅଷ୍ଟମ ଶ୍ଳୋକ
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — "ସ ଦୃଷ୍ଟା ତାଂ ତତୋ ଦେବୀଂ ତୁହିନାଚଳ ସଂସ୍ଥିତାମ୍, ଜଗାଦୁଚ୍ଚୈଃ ପ୍ରଜାହୀତି ମୂଳଂ ଶୂମ୍ଭନିଶୁମ୍ଭୟୋଃ ।"
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — ଏଠାରେ 'ଶୁମ୍ଭ ନିଶୁମ୍ଭୟୋ ମୂଳଂ'ର ଅର୍ଥ 'ଶୁମ୍ଭ ନିଶୁମ୍ଭଙ୍କ ନିକଟକୁ' ।]
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — ସମ୍ମୁଖରେ — In front of
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — ସହିତ — With
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — [ଉ—ସନକମୂଳେ ଋଷିଗଣେ, ଖଟନ୍ତି ଅଭୟ ଚରଣେ । ଜଗନ୍ନାଥ. ଭାଗବତ ।]
  • ଦେ. (ପ୍ରାଚୀନ ପ୍ରୟୋଗ)ଅ. (ସଂ. ମୂଳଂ) ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ଅ — ମୂଳୀ— ଭୂତ କାରଣ — On the basis of