ମୂଳିଭୂତ Mūībhūta

  • ସଂ. ବିଣ (ମୂଳ+ଅଦ୍ଭୁତ. ତଦ୍ଭାବେ ଚ୍ୱି+ଭୂ+ତ) — ମୂଳକାରଣସ୍ୱରୂପ — Being the source or origin of a thing
  • ସଂ. ବିଣ (ମୂଳ+ଅଦ୍ଭୁତ. ତଦ୍ଭାବେ ଚ୍ୱି+ଭୂ+ତ) — କାରଣୀ— ଭୂତ; ଆଦ୍ୟ — Primary, primordial