ମୂଳାଷ୍ଟମୀ Mūḻashṭamī

  • ସଂ. ବି — ଆଶ୍ୱିନ କୃଷ୍ଣଅଷ୍ଟମୀ; ଦୂତୀବାମନ ପୂଜା; ଜୀମୁତ ବାହନପୂଜା — The 8th day in the dark fortnight of the lunar month of Aṡwina
  • ସଂ. ବି — [ଦ୍ର—ଏ ଦିନ ଦୁର୍ଗାଙ୍କ ଶରତ୍କାଳୀନ ଉତ୍ସବ ବା ଷୋଳପୂଜାର ମୂଳ ଅର୍ଥାତ୍ ଆରମ୍ଭ ହେବାରୁ ଏହାର ଏପରି ନାମକରଣ ହୋଇଅଛି ।]