ମୂଳସ୍ଥାନ Mūḻa sthāna

  • ସଂ. ବି — ଆକାଶ — The sky
  • ସଂ. ବି — ସ୍ୱର୍ଗ — Heaven
  • ସଂ. ବି — ପୃଥିବୀକୁ ବେଢ଼ିଥିବା ବାୟୁମଣ୍ଡଳ — The sphere of the atmosphere encircling the globe
  • ସଂ. ବି — ଭଗବାନ୍; ଈଶ୍ୱର — God
  • ସଂ. ବି — ମୁଲତାନ ନଗରର ପ୍ରାଚୀନ ନାମ (ବିଶ୍ୱକୋଷ) — Old name of Multan