ମୂଳଶୋଧନ Mūḻa ṡodhana

  • ସଂ. ବି — ପୁଣ୍ଡରୀକ ବୃକ୍ଷ (ବୈଦ୍ୟକ ନିର୍ଘଣ୍ଟୁ)— ପୁଣ୍ଡରୀ (ଦେଖ) — Puṇḍarī (See)
  • ସଂ. ବି — ଯୋଗଶାସ୍ତ୍ରୋକ୍ତ ଅପାନ ବାୟୁର ସ୍ଥାନଶୋଧନରୂପ କ୍ରିୟା — The process of cleansing the inside of the anus after passing stools
  • ସଂ. ବି — [ଦ୍ର— ବାମହାତର ତର୍ଜନୀ ଅଙ୍ଗୁଳିକୁ ତୈଳାକ୍ତ କରି ପୁରୀଷୋତ୍ସର୍ଗ ପରେ ଶୌଚ କଲାବେଳେ ସେ ଅଙ୍ଗୁଳି ପ୍ରବେଶପୂର୍ବକ ଗୁହ୍ୟାଭ୍ୟନ୍ତର ସ୍ଥାନକୁ ପରିଷ୍କାର କରିବା ପ୍ରକ୍ରିୟା ନାମ ମୂଳଶୋଧନ । ଏହା ଅଭ୍ୟାସ କଲେ ଅର୍ଶ ଭଗନ୍ଦର, ଉଦରାମୟ, ଶୂଳ ଆଦି ରୋଗ ଉପଶାନ୍ତ ହୁଏ, ଏହା ପରୀକ୍ଷିତ ଅଟେ ।]