ମୂଳମୂଳିକା Mūḻamūḻikā

  • ଦେ. ବି. (ସଂ. ମୂଳ+ମୂଳିକା) — ଔଷଧରେ ବ୍ଯବହୃତ ଚେର ମୂଳ ଆଦି; ଚେର ମୂଳି — Herbarious roots; herbs
  • ଦେ. ବି. (ସଂ. ମୂଳ+ମୂଳିକା) — [ଉ—ତାକୁ ମୂଳମୂଳିକା ଢେର୍ ଜଣା । ଫକୀରମୋହନ. ଛମାଣ ଆଠଗୁଣ୍ଠ ।]