ମୂଳଦ୍ରବ୍ୟ Mūḻa drabya

  • ସଂ. ବି — ପ୍ରଧାନ ବସ୍ତୁ — Chief thing
  • ସଂ. ବି — ପ୍ରଧାନ ଉପକରଣ — The chief material
  • ସଂ. ବି — ଆଦ୍ୟ ବା ଅସଲ ପଦାର୍ଥ — The genuine or original article
  • ସଂ. ବି — ମୂଳଧନ (ବିଶ୍ୱକୋଷ) — Capital