ମୂଳକାର Mūḻakāra

  • ସଂ. ବି (ମୂଳ+କୃ. ଧାତୁ+କର୍ତ୍ତୃ. ଅ) — ମୂଳଗ୍ରନ୍ଥର ରଚୟିତା — 2. The author of the original treatise or work
  • ସଂ. ବି (ମୂଳ+କୃ. ଧାତୁ+କର୍ତ୍ତୃ. ଅ) — ମୌଳିକ ଗ୍ରନ୍ଥ ରଚୟିତା — The author of a new or original work