ମୂଳ ସ୍ରୋତଃ Mūḻa srotaḥ

  • ସଂ. ବି — ନଦୀର ଉତ୍ପତ୍ତିସ୍ଥାନ ବା ଝରଣା (ବିଶ୍ୱକୋଷ) — The source or spring of a river
  • ସଂ. ବି — ମୂଳନଦୀ; ଯେଉଁ ନଦୀରୁ ଶାଖାନଦୀମାନ ବାହାରି ଥାଏ (ବିଶ୍ୱକୋଷ) — The main river from which branches flow