ମୂଳ ଶାକଟ Mūḻa ṡākaṭa

  • ସଂ. ବି. (ମୂଳ+ତଦୁତ୍ପାଦକ କ୍ଷେତ୍ରାର୍ଥେ ଶାକଟ) — ଯେଉଁ କ୍ଷେତ୍ର ମୂଳା ଆଦି ମୂଳଯୁକ୍ତ ଫସଲ କରିବା ପାଇଁ ଉପଯୋଗୀ — A field fit for growing esculent roots in (i.e. radish, arum, potato, yam etc)