ମୂଳ ମନ୍ତ୍ର Mūḻa mantra

  • ସଂ. ବି — ଦେବତାଙ୍କ ପୂଜାରେ ବ୍ଯବହୃତ ମନ୍ତ୍ରର ବୀଜମନ୍ତ୍ର (ଯଥା—'ଓ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟ... ଇତ୍ୟାଦି' ମନ୍ତ୍ରରେ 'କ୍ଳୀଂ' ମୂଳମନ୍ତ୍ର ଅଟେ ।) — The mystic syllable used at the beginning of a mantra for worshipping a deity
  • ସଂ. ବି — ଇଷ୍ଟମନ୍ତ୍ର; ଇଷ୍ଟ ଦେବତାରାଧନର ମନ୍ତ୍ର — The mystic formula used in worshipping one's particular deity
  • ସଂ. ବି — । (ଲକ୍ଷଣାର୍ଥ) ପ୍ରଧାନ ସଂକଳ୍ପ ବା ଉଦ୍ଦେଶ୍ୟ — 3. (figurative) The primary or main aim