ମୂଳ ଭୃତ୍ୟ Mūḻa bhṛutya

  • ସଂ. ବି (କର୍ମଧା) — ପୁରାତନ ଚାକର — An old servent
  • ସଂ. ବି (କର୍ମଧା) — ପିତୃ ପିତାମହ— କ୍ରମେ ଏକ ପରିବାର ଅଧୀନରେ ଚାକିରି କରୁଥିବା ଚାକର (ବିଶ୍ୱକୋଷ) — A servent whose ancestors had been serving in the same family for generations