ମୂଳ ବିଭୁଜ Mūḻa bibhuja

  • ସଂ. ବି—(ମୂଳ+ବି+ଭୁଜ ଧାତୁ ଅ) — ଗାଡ଼ି — Cart; carriage
  • ସଂ. ବି—(ମୂଳ+ବି+ଭୁଜ ଧାତୁ ଅ) — ରଥ — Car
  • ସଂ. ବି—(ମୂଳ+ବି+ଭୁଜ ଧାତୁ ଅ) — ଚେରମୂଳବିକ୍ରୟକାରୀ ବ୍ଯକ୍ତି — Seller of bulbs and roots
  • ସଂ. ବି—(ମୂଳ+ବି+ଭୁଜ ଧାତୁ ଅ) — ଯେଉଁ— ମାନେ ଗଛର ମୂଳକୁ ବଙ୍କାଇ କରି ବାଡ଼ି ତିଆରି କରନ୍ତି (ବିଶ୍ୱକୋଷ) — Persons who make sticks by bending roots