ମୂଳ ପ୍ରକୃତି Mūḻa prakṛuti

  • ସଂ. ବି — ଆଦ୍ୟାଶକ୍ତି, ଜଗତ୍କାରିଣୀ ଶକ୍ତି, ଯେଉଁ ଶକ୍ତି ବଳରେ ଈଶ୍ୱର ପୃଥିବୀକୁ ସୃଷ୍ଟି କରିଅଛନ୍ତି — The creative energy of God
  • ସଂ. ବି — ଦୁର୍ଗା — Goddess Durgā
  • ସଂ. ବି — [ଦ୍ର—ସାଙ୍ଖ୍ୟ ମତରେ ସକଳର କାରଣୀଭୂତ ସତ୍ତ୍ୱରଜସ୍ତମୋରୂପ ତ୍ରିଗୁଣାତ୍ମିକା ଶକ୍ତି ମୂଳପ୍ରକୃତି ନାମରେ ଅଭିହିତ ।]