ମୂଳ ପୋତୀ Mūḻa potī

  • ସଂ. ବି — ବଣ ପୋଇ — A kind of wild pot herb; Basella Rubra
  • ସଂ. ବି — [ଦ୍ର—ଏହାର ଖାଡ଼ି ନାଲ । ବୈଦ୍ୟକ ମତରେ ଏହା ତ୍ରିଦୋଷଘ୍ନ, ବୃଷ୍ୟ, ବଳକର, ଲଘୁ, ରୁଚିକର ଓ ଜଠରାନଳ ଦୀପନ । ରାଜ ନିର୍ଘଣ୍ଟ ।]