ମୂଳ ଖନକ Mūḻa khanaka

  • ସଂ. ବିଣ. ପୁଂ — ଯେ ବୃକ୍ଷାଦିର ମୂଳ ଖୋଳେ — Digger of roots
  • ସଂ. ବିଣ. ପୁଂ — ବର୍ଣ୍ଣ— ସଙ୍କର ଜାତିବିଶେଷ (ବିଶ୍ୱକୋଷ) — Name of a mixed caste
  • ସଂ. ବିଣ. ପୁଂ — [ଦ୍ର—ଏମାନେ ବୃକ୍ଷମୂଳ ଖୋଳି ଜୀବିକା ନିର୍ବାହ କରନ୍ତି ।]