ମୂଳ କୃଚ୍ଛ୍ର Mūḻa kṛuchchhra

  • ସଂ. ବି — ଏକାଦଶବିଧ ପର୍ଣ୍ଣକୃଚ୍ଛ୍ର ବ୍ରତାନ୍ତଗର୍ତ ବ୍ରତବିଶେଷ — A sort of penance performed by subsisting on esculent roots for a certain peroid
  • ସଂ. ବି — [ଦ୍ର—ଏ ବ୍ରତରେ କେବଳ ମୂଳ ଭକ୍ଷଣ କରି ବା ମୂଳକ ଦ୍ରବ୍ୟର ରସ ପାନ କରି ନିର୍ଦ୍ଦିଷ୍ଟ ଦିନ ବ୍ରତ ପାଳନ କରାଯାଏ—ମିତାକ୍ଷରା ।]