ମୂଳ କାରିକା Mūḻa kārikā

  • ସଂ. ବି — ଚୁଲ୍ଲୀ — Oven; fire place
  • ସଂ. ବି — ମୂଳ ଧନର ବୃଦ୍ଧି — The incresae of the capital
  • ସଂ. ବି — ମୂଳ ଗ୍ରନ୍ଥର ଅର୍ଥପ୍ରକାଶ ପଦ୍ଯ — A poem explaining the meaning of an original work
  • ସଂ. ବି — ଚଣ୍ଡୀ (ବିଶ୍ୱକୋଷ) — Chaṇḍī