ମୂଳ କରିବା Mūḻa karibā
- ଦେ. କ୍ରି. (ସଂ.ମୂଳ) — ସ୍ଥିର କରିବା; ଥୟ କରିବା — To settle; to ascertain
- ଦେ. କ୍ରି. (ସଂ.ମୂଳ) — (ଉ—ସନ୍ନ୍ୟାସ କରିଯିବା କଥାଟି ମୂଳ କଲେ । କୃଷ୍ଣସିଂହ. ମହାଭାରତ. ଆଦି)
- ଦେ. କ୍ରି. (ସଂ.ମୂଳ) — କୌଣସି କାର୍ଯ୍ୟ କରିବା ନିମନ୍ତେ କୃତସଂକଳ୍ପ ହେବା — To determine or resolve upon doing a thing
- ଦେ. କ୍ରି. (ସଂ.ମୂଳ) — ପ୍ରଧାନ ଆଶ୍ରୟରୂପେ ଅବଲମ୍ବନ କରିବା — To depend primarily upon
- ଦେ. କ୍ରି. (ସଂ.ମୂଳ) — (ଗଣିତ) ସମସ୍ୟା ସାଧନ କରିବା ପାଇଁ କୌଣସି ମୂଳ ରାଶିକୁ ପିଣ୍ଡ ରୂପେ ଥାପିବା — (Mathematics) To put a certain number as a root to start from in order to solve mathematical problem