ମୂର୍ଦ୍ଧ୍ନିପାତ Mūrddhnipāta

  • ସଂ. ବି (ସଂ. ମର୍ଦ୍ଧ୍ନା=ମୁଣ୍ଡଦ୍ୱାରା; ମୂର୍ଦ୍ଧ୍ନି=ମୁଣ୍ଡରେ +ପାତ, ଅବୁକ ସମାସ) — ମୁଣ୍ଡପାତ; ମସ୍ତକଚ୍ଛେଦନ — Beheading; lose of the head
  • ସଂ. ବି (ସଂ. ମର୍ଦ୍ଧ୍ନା=ମୁଣ୍ଡଦ୍ୱାରା; ମୂର୍ଦ୍ଧ୍ନି=ମୁଣ୍ଡରେ +ପାତ, ଅବୁକ ସମାସ) — ମୃତ୍ୟୁ — Death