ମୂର୍ଦ୍ଧୁନିପାତ Mūrddhunipāta

  • ଦେ. ବି (ସଂ. ମୂଦ୍ଧ୍ନା[ଦ୍ଧ୍ନି]ପାତ) — ମୁଣ୍ଡ— ପାତ; ମୁଣ୍ଡଛେଦନ — Beheading; decapitation
  • ଦେ. ବି (ସଂ. ମୂଦ୍ଧ୍ନା[ଦ୍ଧ୍ନି]ପାତ) — ମୃତ୍ୟୁ — Death