ମୂର୍ଦ୍ଧା Mūrddhā

  • ସଂ. ବି. (ମୂର୍ଦ୍ଧ ଧାତୁ=ବନ୍ଧନ କରିବା+ଅଧି. ଅନ, ନିପାତନ; ଯହିଁରେ ବନ୍ଧନ କରାଯାଏ, ମୂର୍ଦ୍ଧନ ଶବ୍ଦର 1 ମା. 1 ବ) — ଉତ୍ତମାଙ୍ଗ; ମସ୍ତକ — The head
  • ସଂ. ବି. (ମୂର୍ଦ୍ଧ ଧାତୁ=ବନ୍ଧନ କରିବା+ଅଧି. ଅନ, ନିପାତନ; ଯହିଁରେ ବନ୍ଧନ କରାଯାଏ, ମୂର୍ଦ୍ଧନ ଶବ୍ଦର 1 ମା. 1 ବ) — ଉଚ୍ଚ ପଦାର୍ଥ (ପର୍ବତ, କୋଠା, ଦେଉଳ ପ୍ରଭୃତି)ର ଶିରୋଭାଗ ବା ଅଗ୍ର — The top of a tall or high thing
  • ସଂ. ବି. (ମୂର୍ଦ୍ଧ ଧାତୁ=ବନ୍ଧନ କରିବା+ଅଧି. ଅନ, ନିପାତନ; ଯହିଁରେ ବନ୍ଧନ କରାଯାଏ, ମୂର୍ଦ୍ଧନ ଶବ୍ଦର 1 ମା. 1 ବ) — (ଜ୍ୟାମିତି) କୌଣସି ଜ୍ୟାମିତିକ କ୍ଷେତ୍ରର ଭୂମି — The base of a geometrical figure