ମୂର୍ଦ୍ଧାଭିଷେକ Mūrddhābhisheka

  • ସଂ. ବି ( 7 ମୀ ତତ୍; ମୂର୍ଦ୍ଧନ୍=ମସ୍ତକ+ଅଭିଷେକ) — ରାଜମାନଙ୍କର ସିଂହାସନାରୋହଣ କାଳରେ ମନ୍ତ୍ରପୁତ ତୀର୍ଥବାରିଦ୍ୱାରା ସେମାନଙ୍କ ମସ୍ତକ ଉପରେ ଅଭିଷେକ — Formal installation of a Rājā on the throne after the formal ceremony of sprinkling hallowed water on his head
  • ସଂ. ବି ( 7 ମୀ ତତ୍; ମୂର୍ଦ୍ଧନ୍=ମସ୍ତକ+ଅଭିଷେକ) — [ଦ୍ର—ଯୁବରାଜ ଓ ପ୍ରଧାନ ମନ୍ତ୍ରୀମାନଙ୍କ ମୁଣ୍ଡରେ ମଧ୍ୟ ଏହିପରି ଅଭିଷେକ କରାଯିବାର ପ୍ରଥା ପୂର୍ବେ ଥିଲା।]