ମୂର୍ଦ୍ଧାଭିଷେକୀ Mūrddhābhishekī

  • ଦେ. ବିଣ (ସଂ. ମୂର୍ଦ୍ଧାଭିଷିକ୍ତ) — ମୂର୍ଦ୍ଧାଭିଷିକ୍ତ (ଦେଖ) — Mūrddhābhishikta (See)
  • ଦେ. ବି — ଗାଦିନସିନ୍ ରାଜା — A reigning king
  • ଦେ. ବି — ଚକ୍ରବର୍ତ୍ତୀ ରାଜା; ରାଜାମାନଙ୍କ ମଧ୍ୟରେ ମଉଡମଣି — Sovereign; an emperor or head of several kings