ମୂର୍ଦ୍ଧନ୍ୟ Mūrddhanya

  • ସଂ. ବିଣ (ମୂର୍ଦ୍ଧନ+ଜାତାର୍ଥେ. ଯ) — ମୂର୍ଦ୍ଧାରୁ ବା ମୁଣ୍ଡ ଭିତରୁ ଉଚ୍ଚାରିତ (ବର୍ଣ୍ଣ) — Pronounced from within the head
  • ସଂ. ବିଣ (ମୂର୍ଦ୍ଧନ+ଜାତାର୍ଥେ. ଯ) — ମୂର୍ଦ୍ଧଜ; ମସ୍ତକୋତ୍ପନ୍ନ — Produced from the head
  • ସଂ. ବି — ଜାତି ବା ସମାଜର ପ୍ରଧାନ ବ୍ଯକ୍ତି — The head man of a caste or guild
  • ସଂ. ବି — ମୂର୍ଦ୍ଧନ୍ୟ ବର୍ଣ୍ଣ (ଦେଖ) — Mūrddhanya barṇṇa (See)
  • ଦେ. କ୍ରି. ବିଣ — ପ୍ରଥମରେ — In the first place
  • ଦେ. କ୍ରି. ବିଣ — [ଉ—ବ୍ରଜ ବରାରୋହା ସମୁଦାୟ ମହାଧନ୍ୟ ମୂର୍ଦ୍ଧନ୍ୟରେ ଗଣାଯିବ—କବିସୂର୍ଯ୍ୟ, ସଙ୍ଗୀତ।]