ମୂର୍ଦ୍ଧନା Mūrddhanā

  • ଦେ. ବି (ସଂ. ମୃର୍ଦ୍ଧନ୍) — ମୁଣ୍ଡ; ମସ୍ତକ — The head
  • ଦେ. ବି (ସଂ. ମୃର୍ଦ୍ଧନ୍) — [ଦ୍ର—ନିର୍ଲଜ୍ଜ ଆତ୍ମା ମୋ ଏହା ସେ ଦେଖୁଛି କିପାଁ ନ ଯାଇ ମୂର୍ଦ୍ଧନା ଫାଟି—ପ୍ରତାପ, ଶଶିସେଣା।]
  • ଦେ. ବି (ସଂ. ମୃର୍ଦ୍ଧନ୍) — ପର୍ବତାଦିର ମସ୍ତକ ବା ଅଗ୍ର — The head or top of a tall thing (i.e. mountain, temple)
  • ଦେ. ବି (ସଂ. ମୃର୍ଦ୍ଧନ୍) — [ଉ—ରାମ କର ଧରି କାମିନୀ, ବୁଲନ୍ତି ବେନି ଗୋ, ଚିତ୍ରକୂଟ ଗିରି ମୂର୍ଦ୍ଧନି— ବିଶ୍ୱନାଥ, ବିଚିତ୍ର ରାମାୟଣ।]