ମୂର୍ଦ୍ଧକର୍ଣ୍ଣୀ Mūrddhakarṇṇī
- ସଂ. ବି (ମୂର୍ଦ୍ଧନ=ମସ୍ତକ+ବର୍ଣ୍ଣ+ଇନ, 1 ମା. 1 ବ) — ଆତପତ୍ର; ଛତା — Umbrella; parasol
- ସଂ. ବି (ମୂର୍ଦ୍ଧନ=ମସ୍ତକ+ବର୍ଣ୍ଣ+ଇନ, 1 ମା. 1 ବ) — ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକଙ୍କ ମୁଣ୍ଡରେ ଘୋଡାଇବା ଟୋପର, ଝାମ୍ପୀ — An inverted basket or wicker-work hat used to protect the head from rain and sun