ମୂର୍ଦ୍ଧ ବେଷ୍ଟନୀ Mūrddha beshṭanī
- ସଂ. ବି (ମୂର୍ଦ୍ଧନ୍+ବେଷ୍ଟନ. ନୀ) — ଉଷ୍ଣୀଷ; ପାଗ; ଠେକା — Turban
- ସଂ. ବି (ମୂର୍ଦ୍ଧନ୍+ବେଷ୍ଟନ. ନୀ) — ଫିତା — Fillate; tape
- ସଂ. ବି (ମୂର୍ଦ୍ଧନ୍+ବେଷ୍ଟନ. ନୀ) — ଟୋପି — Cap
- ସଂ. ବି (ମୂର୍ଦ୍ଧନ୍+ବେଷ୍ଟନ. ନୀ) — ମୁକୁଟ — Diadem; crown; coronet