ମୂର୍ଦ୍ଧ ପୁଷ୍ପ Mūrddha pushpa

  • ସଂ. ବି. (ବହୁବ୍ରୀହି; ମୂର୍ଦ୍ଧନ୍=ମସ୍ତକ+ପୁଷ୍ପ; ଏ ଗଛର ଡାଳ ଅଗରେ ଫୁଲ ଫୁଟେ) — ଶିରୀଷ ବୃକ୍ଷ — A tree bearing very tender and graceful flower; Mimosa Sirish