ମୂର୍ତ୍ତ Mūrtta
- ସଂ. ବିଣ— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତ; ନିପାତନ) — ମୂର୍ତ୍ତିମାନ୍; ସାକାର — Having shape
- ସଂ. ବିଣ— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତ; ନିପାତନ) — ଯେ ରୂପ ଧରି ଥାଏ; ରୂପଧାରୀ — Incarnate; embodied
- ସଂ. ବିଣ— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତ; ନିପାତନ) — ମୂର୍ଚ୍ଛିତ — Fainted
- ସଂ. ବିଣ— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତ; ନିପାତନ) — କଠିନ — Solid
- ସଂ. ବିଣ— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତ; ନିପାତନ) — ବାସ୍ତବ — Material; real
- ବି — (ନ୍ଯାୟ ଶାସ୍ତ୍ର—କ୍ଷିତି, ଅପ, ତେଜ, ବାୟୁ ଓ ମନ — (Nyāya Philosophy) The earth, the water, the fire, the wind, and the human mind
- ବି — [ଦ୍ର—ଏମାନଙ୍କ ଗୁଣ, ରୂପ, ରସ, ଗନ୍ଧ, ସ୍ପର୍ଶ, ପରତ୍ୱ, ଅପରତ୍ୱ, ଗୁରୁତ୍ୱ, ସ୍ନେହ ଓ ବେଗ—ହି. ଶ।]
- ବି — କାନନ; ବନ — Forest