ମୂର୍ତ୍ତି Mūrtti
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — ଆକାର; ଆକୃତି — Form; shape
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — ରୂପ — Figure
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — ପିତୁଳା; ବିଗ୍ରହ; ସ୍ୱରୂପ; ପ୍ରତିମା — Image; statue
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — କାୟା — Body
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — ପ୍ରକାଶିତ କାୟା ବା ଶରୀର — Embodiment
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — ଦେବତାଙ୍କ ଅବତାର — Incarnation of a deity
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — ଦେବପ୍ରତିମା — Idol
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — ଅବୟବ; ଅଙ୍ଗ — Limbs
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — (+ଭାବ. ତି) କାଠିନ୍ୟ — Solidity; hardness
- ସଂ. ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ) — ଦ୍ରବ୍ୟ; ପଦାର୍ଥ — Material thing
- ଦେ. ବି — (ମାନ୍ୟାର୍ଥକ) ବୈଷ୍ଣବ ଓ ବ୍ରାହ୍ମଣମାନଙ୍କ ସଂଖ୍ୟା ବା ଜଣ — Number of Brāhmaṇas or Baishṇabas
- ଦେ. ବି — (ଯଥା—ଆଜି ମୋ କୁଟୀରରେ 4 ମୂର୍ତ୍ତି ବ୍ରାହ୍ମଣ ଭୋଜନ କଲେ।)