ମୂର୍ତ୍ତିହୀନ Murttihīna

  • ସଂ. ବିଣ ( 3 ୟା ତତ) — ନିରାକାର — Formless
  • ସଂ. ବିଣ ( 3 ୟା ତତ) — ଅଶରୀରୀ — In— corporeal, shapeless
  • ସଂ. ବିଣ ( 3 ୟା ତତ) — (ଆଧୁନିକ ଜଡ ବିଜ୍ଞାନ) କୌଣସି ବିଶିଷ୍ଟ ଆକୃତି ଶୂନ୍ଯ — Amorphous; having no fixed form (in crystallo graphy);