ମୂର୍ତ୍ତିମାନ୍ Murttimān
- ସଂ. ବିଣ. ପୁଂ (ମୂର୍ତ୍ତି+ମତ୍; ଅସ୍ତ୍ୟର୍ଥେ=ମୂର୍ତ୍ତିମତ 1 ମା. 1 ବ) — ସାକାର; ରୂପବିଶିଷ୍ଟ — Having a visible shape or form
- ସଂ. ବିଣ. ପୁଂ (ମୂର୍ତ୍ତି+ମତ୍; ଅସ୍ତ୍ୟର୍ଥେ=ମୂର୍ତ୍ତିମତ 1 ମା. 1 ବ) — ବାସ୍ତବ — Material, concrete
- ସଂ. ବିଣ. ପୁଂ (ମୂର୍ତ୍ତି+ମତ୍; ଅସ୍ତ୍ୟର୍ଥେ=ମୂର୍ତ୍ତିମତ 1 ମା. 1 ବ) — ଶରୀରଧାରୀ — Corporeal; embodied
- ସଂ. ବିଣ. ପୁଂ (ମୂର୍ତ୍ତି+ମତ୍; ଅସ୍ତ୍ୟର୍ଥେ=ମୂର୍ତ୍ତିମତ 1 ମା. 1 ବ) — ସ୍ୱଶରୀରେ ଆବିର୍ଭୂତ — Appearing in one's own or real form
- ସଂ. ବିଣ. ପୁଂ (ମୂର୍ତ୍ତି+ମତ୍; ଅସ୍ତ୍ୟର୍ଥେ=ମୂର୍ତ୍ତିମତ 1 ମା. 1 ବ) — କଠିନ; ଘନ — Hard; solid
- ସଂ. ବି — ଶରୀର — Body