ମୂର୍ଚ୍ଛିତ Mūrchchhita
- ସଂ. ବିଣ. ପୁଂ— (ମୂର୍ଚ୍ଛା+ସଂଜାତାର୍ଥେ ଇତ; କିମ୍ବା ମୂଚ୍ଛ ଧାତୁ+କର୍ମ. ତ) — ମୂର୍ଚ୍ଛାପ୍ରାପ୍ତ; ବେହୋସ ହୋଇଥିବା — Fainted
- ସଂ. ବିଣ. ପୁଂ— (ମୂର୍ଚ୍ଛା+ସଂଜାତାର୍ଥେ ଇତ; କିମ୍ବା ମୂଚ୍ଛ ଧାତୁ+କର୍ମ. ତ) — ବର୍ଦ୍ଧିତ; ପ୍ରବୃଦ୍ଧ — Increased
- ସଂ. ବିଣ. ପୁଂ— (ମୂର୍ଚ୍ଛା+ସଂଜାତାର୍ଥେ ଇତ; କିମ୍ବା ମୂଚ୍ଛ ଧାତୁ+କର୍ମ. ତ) — ବିସ୍ତୃତ; ବ୍ୟାପ୍ତ — Extended; spread
- ସଂ. ବିଣ. ପୁଂ— (ମୂର୍ଚ୍ଛା+ସଂଜାତାର୍ଥେ ଇତ; କିମ୍ବା ମୂଚ୍ଛ ଧାତୁ+କର୍ମ. ତ) — [ଉ—ମଦଦ୍ୱିରଦ ମଥିତ ହ୍ରଦ, ମୂର୍ଚ୍ଛିତ ମହୋତ୍ଥନ ଆମୋଦ—କବିସୂର୍ଯ୍ୟ, କିଶୋରୀ କମ୍ପୁ'ମ' ଗୀତ।]
- ସଂ. ବିଣ. ପୁଂ— (ମୂର୍ଚ୍ଛା+ସଂଜାତାର୍ଥେ ଇତ; କିମ୍ବା ମୂଚ୍ଛ ଧାତୁ+କର୍ମ. ତ) — (ସଙ୍ଗୀତ) ମୂର୍ଚ୍ଛନାପ୍ରାପ୍ତ — Modulated
- ସଂ. ବିଣ. ପୁଂ— (ମୂର୍ଚ୍ଛା+ସଂଜାତାର୍ଥେ ଇତ; କିମ୍ବା ମୂଚ୍ଛ ଧାତୁ+କର୍ମ. ତ) — (ବୈଦ୍ଯକ) ମୂର୍ଚ୍ଛନାପ୍ରାପ୍ତ — Mixed with juice etc (said of medicinal oils)