ମୂର୍ଚ୍ଛା Mūrchchhā
- ସଂ. ବି— (ମୁଚ୍ଛ ଧାତୁ+ଭାବ. ଅ+ଆ) — ଅଚୈତନ୍ୟ; ମୋହ; ଚୈତନ୍ୟଲୋପ ରୋଗ — Fainting fit; syncope; swoon; hysteria
- ସଂ. ବି— (ମୁଚ୍ଛ ଧାତୁ+ଭାବ. ଅ+ଆ) — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା ବାୟୁରୋଗ। ଏଥିରେ ରୋଗୀ ସୁଖଦୁଃଖାଦିର ଅନୁଭବଶକ୍ତିରହିତ ହୋଇ କାଷ୍ଠାଦି ପରି ଅଚେତନ ଅବସ୍ଥାରେ ଭୂମିରେ ପଡ଼ିଯାଏ।]
- ସଂ. ବି— (ମୁଚ୍ଛ ଧାତୁ+ଭାବ. ଅ+ଆ) — ବିସ୍ତାର; ବ୍ୟାପି — Extension
- ସଂ. ବି— (ମୁଚ୍ଛ ଧାତୁ+ଭାବ. ଅ+ଆ) — ବୃଦ୍ଧି — Increase
- ସଂ. ବି— (ମୁଚ୍ଛ ଧାତୁ+ଭାବ. ଅ+ଆ) — ଔଷଧାଦିର ମୂର୍ଚ୍ଛନା — Purification of medicinal oil by adding certain juices over fire
- ସଂ. ବି— (ମୁଚ୍ଛ ଧାତୁ+ଭାବ. ଅ+ଆ) — ପ୍ରତିଫଳିନ — Reflection
- ସଂ. ବି— (ମୁଚ୍ଛ ଧାତୁ+ଭାବ. ଅ+ଆ) — (ସ୍ୱରଗ୍ରାମର) ମୂର୍ଚ୍ଛନା 1।2।3 । (ଦେଖ) — (ସ୍ୱରଗ୍ରାମର) ମୂର୍ଚ୍ଛନା123 (ଦେଖ)— . Mūrchchhanā 1,2,3 (See)