ମୂତ୍ରାଶୟ Mūtrāṡaya

  • ସଂ. ବି (ମୂତ୍ର+ଆଶୟ=ଆଧାର) — ମୂତ୍ରସ୍ଥଳୀ — The urinary bladder; Vesica Urinaria
  • ସଂ. ବି (ମୂତ୍ର+ଆଶୟ=ଆଧାର) — [ଦ୍ର—ଏହା ପେଟ ଭିତରେ ନାଭିର ନିମ୍ନଦେଶରେ ଅବସ୍ଥିତ। ଏଥିରେ ମୂତ୍ର ସଞ୍ଚିତ ହୁଏ ଓ ଏଥିରୁ ମୂତ୍ରନାଳୀ ବାଟେ ପ୍ରସ୍ରାବ ବାହାରେ।]