ମୂତ୍ରାଘାତ Mūtrāghāta
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ରୋଗ— ବିଶେଷ; ମୂତ୍ରରୋଧକ ରୋଗ ବିଶେଷ — The obstruction of urine
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — [ଦ୍ର— ବୈଦ୍ଯକରେ 12 ପ୍ରକାର ମୂତ୍ରାଘାତର ଉଲ୍ଲେଖ ଅଛି — [ଦ୍ର— ବୈଦ୍ଯକରେ12ପ୍ରକାର ମୂତ୍ରାଘାତର ଉଲ୍ଲେଖ ଅଛି
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ବାତକୁଣ୍ଡଳୀ— ବାୟୁ କୁପିତ ହୋଇ ବସ୍ତିଦେଶରେ କୁଣ୍ଡଳୀ ଆକାରରେ ଅଟକି ପ୍ରସ୍ରାବକୁ ଅଟକାଏ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ବାତଷ୍ଠୀଳା—ବାୟୁ ଗୋଳାକାର ଗଣ୍ଠି ପରି ବସ୍ତି— ଦେଶରେ ରହି ପ୍ରସ୍ରାବକୁ ଅଟକାଇ ଦିଏ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ବାତବସ୍ତି—ମୂତ୍ରବେଗ ସହ ବସ୍ତିର ବାୟୁ ବସ୍ତି ମୂଖକୁ ବୁଜି ରଖେ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ମୂତ୍ରାତୀତ—ବାରମ୍ବାର ଅଳ୍ପ ଅଳ୍ପ ପ୍ରସ୍ରାବ ହୁଏ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ମୂତ୍ରାଜଠର—ମୂତ୍ରର ପ୍ରବାହ ଅଟକି ଯିବାରୁ କୁପିତ ଅଧୋବାୟୁ ନାଭିର ନିମ୍ନରେ ପୀଡା ଉତ୍ପାଦନ କରେ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ମୂତ୍ରୋତ୍ସଙ୍ଗ—ବାୟୁର ଆଧିକ୍ୟରୁ କେତେବେଳେ ପ୍ରସ୍ରାବ ବିବାକ୍ ଅଟକି ଯାଏ, ପୁଣି କେତେବେଳେ ଖୁବ୍ ଜୋର୍ରେ ରକ୍ତ ମିଶ୍ରିତ ହୋଇ ବାହାରେ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ମୂତ୍ରକ୍ଷୟ—ମୂତ୍ର ଶୁଖିଯାଇ ମୂତ୍ରମାର୍ଗ ଜଳା ପୋଡ଼ା କରେ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ମୂତ୍ରଗ୍ରନ୍ଥି—ବସ୍ତିର ମୁହଁଭିତରେ ପଥର ପରି ଗ୍ରନ୍ଥି ଉତ୍ପନ୍ନ ହୋଇ ପ୍ରସ୍ରାବ କରିବାକୁ କଷ୍ଟ ହୁଏ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ମୂତ୍ରଶୁକ୍ର—ମୂତ୍ର ସଙ୍ଗେ ବା ପୂର୍ବରୁ ବା ପରେ ଶୁକ୍ର ନିର୍ଗତ ହୁଏ।
- ସଂ. ବି (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି) — ଉଷ୍ଣବାତ—ଅଧିକ ବ୍ଯାୟାମ ବା ଖରାଭୋଗ କରିବା ଯୋଗୁଁ ପ୍ରସ୍ରାବନାଳୀରେ ଦାହ ହୁଏ ଓ ହଳଦିଆ ବା ରକ୍ତମିଶା ପ୍ରସ୍ରାବ ହୁଏ।